#କୃଷ୍ଣ_ପାତ୍ରଙ୍କୁ_କାଠଗଡ଼ାକୁ_ଟାଣିଲା_ବିଜେଡି
ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣା । ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଏକାଧିକ ପ୍ରଶ୍ନ କଲେ ସଞ୍ଜୟ । ଏ ଘଟଣାକୁ ଗୁରୁତର ଭାବରେ ନିଅନ୍ତୁ ଗୃହମନ୍ତ୍ରୀ । କାହିଁକି ଏଭଳି ଘଟିଲା, କାରଣ କଣ ? କିଭଳି ହେଲା। ତାହାର ତଦନ୍ତ ହେଉ। ପ୍ରାରମ୍ଭିକ ଭାବରେ ସୂଚନା ବିଦ୍ୟୁତ ଆଘାତରୁ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ବ୍ୟକ୍ତିଗତ ସହାୟକ ମରନ୍ତି ତେବେ ଏହାର ତଦନ୍ତ ର ପରିସରଭୁକ୍ତ କିଏ ହେବେ ବୋଲି ପ୍ରଶ୍ନ କରିଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#KrushnaChandraPatra#deathcase#BJD#Sanjaydasburma
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
