କଥା ବୁଲାଇଦେଲେ ଦେବେଶ || BJD Leader Debesh Acharya || Kalikesh Singh Deo ||Odisha Reporter
ଦୁଇ ଦିନ ତଳେ ଦିବ୍ୟଶଙ୍କର ଆଉ ଏବେ ଦେବେଶ। କଳିକେଶଙ୍କ ସପକ୍ଷରେ ବଢ଼ୁଛି ଗୋଟେ ପରେ ଗୋଟେ ମତ। ବିଜେଡିର ପରବର୍ତ୍ତୀ ନେତୃତ୍ବ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ନିଅନ୍ତୁ ବୋଲି ଇସାରା ଇସାରାରେ କହିଥିଲେ ପୂର୍ବତନ ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ। କିନ୍ତୁ ଏବେ ବଦଳାଇଦେଲେ ମତ।
#OdishaPolitics_BJD#KalikeshSinghDeo#BalangirPoliticalBuzz#LeadershipDebate#odishapolitics#KalikeshLeadershipTalk#BJDFutureLeader_Odisha#BalangirPoliticalEvent#Odishareporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
