Advertisment

ଆଖି ଆଗରେ ଭାସିଗଲା ଦୀପେଶ … ଏମିତି ଥିଲା ଶେଷ ଭିଡିଓ…|| NIT Rourkela Student Swept Away at Kanhakund ||OR

Advertisment

ଆଖି ଆଗରେ ଭାସିଗଲା ଦୀପେଶ … ଏମିତି ଥିଲା ଶେଷ ଭିଡିଓ…|| NIT Rourkela Student Swept Away at Kanhakund ||OR
ସାଙ୍ଗ ହୋଇଆସିଥିଲେ ବୁଲିବାକୁ । ଚାଲିଥାଏ ମଜାମସ୍ତି । ପଥରଶଯ୍ୟାର ନୀଳ ଜଳରାଶିରେ ବୁଡି ଖୁସିରେ ବିଭୋର ହୋଇଯାଉଥାନ୍ତି ୫ ସାଙ୍ଗ । ହେଲେ ହଠାତ୍‌ ଯେମିତି ମାଡିଆସିଲା କାଳ । ଗୋଟିଏ ସେକେଣ୍ଡରେ ସବୁ ଶେଷ । ଗାଧୋଉ ଗାଧୋଉ ୫ ସାଙ୍ଗଙ୍କ ଭିତରୁ ଜଣେ ଭାସିଯାଇଥିଲେ ପ୍ରଖର ଜଳସ୍ରୋତରେ । ଅଘଟଣ ପୂର୍ବର ଏହା ସେଇ ଶେଷ ଭିଜୁଆଲ । ଦେଖନ୍ତୁ କେତେ ଖୁସିରେ ସମସ୍ତେ ଗାଧୋଉଥିଲେ । ହେଲେ କିଏ ଜାଣିଥିଲା ଏଇ ଖୁସି ମାତ୍ର କ୍ଷଣିକ ପାଇଁ ।

Advertisment

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

Advertisment

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#nitrourkela#IbRiverTragedy#StudentMissing
#Kanhakund#Sundargarh#RiverAccident#SearchOperation#OdishaNews#TourTurnsTragic#SpecialStory#NITRourkela,#Kanhakund,#OdishaNews,#BreakingNews,#Sundargarh,#StudentMissing,

Odisha headlines today search operation Sundargarh NIT Rourkela incident Odisha Latest News college student missing tragic news Odisha Rescue Operation Odisha NIT Rourkela student news Odisha waterfall accident Kanhakund Sundargarh student missing in Odisha Odisha breaking news Sundargarh news today NIT Rourkela news Kanhakund waterfall tragedy Kanhakund accident NIT Rourkela student swept away Odisha Reporter National News odisha reporter youtube
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe