#ଦେବାଶିଷଙ୍କୁ_ଜବାବ_ଦେଲେ_ଚିନ୍ମୟ
ଯୁବ ଓ ଛାତ୍ର ବିଜେଡିର ବିଭିନ୍ନ ପଦପଦବୀରେ ଚୟନକୁ ନେଇ ଦେବାଶିଷ ଚିନ୍ମୟଙ୍କୁ ଗୋଟେ ଦିନ ତଳେ ଟାର୍ଗେଟ କରିଥିଲେ । କହିଥିଲେ ଚିନ୍ମୟ ଓ ଇପସିତା କଟକ ବିଷୟରେ କିଛି ଜାଣିନାହାନ୍ତି । ମନଇଚ୍ଛା ପିଲାଙ୍କୁ ପଦ ଦିଆଯାଇଛି । ଆଜି ଦେବାଶିଷଙ୍କୁ ଜବାବ ଦେଇ ଚିନ୍ମୟ କହିଛନ୍ତି ଦେବାଶିଷ ବରିଷ୍ଠ ହୋଇ ଗଲେଣି, ତାଙ୍କୁ ସେଥିପାଇଁ ବରିଷ୍ଠ ନାଗରିକ ସେଲର ଦାୟିତ୍ଵ ଦିଆ ଯାଇଥିଲା । ସେ ଯୁବକଙ୍କ କଥା କାହିଁ ଭାବୁଛନ୍ତି । ମୁଁ କଟକ ସହର ପିଲା । ମତେ ସବୁ ଗଳି କନ୍ଦିରେ କଣ ହେଉଛି ସବୁ ଜଣା ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#debasishsamantray#BJD#fraction#OdishaPolitics#chinmoyasahoo
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
