Advertisment

ଦେବଦୂତ ସାଜିଲେ ମନ୍ତ୍ରୀ || Accident Near Ankuli Bypass || Transport Minister Bibhuti Jena ||OR

Advertisment

ଗୋପାଳପୁର ନିକଟସ୍ଥ ଅଙ୍କୁଲି ବାଇପାସ୍ ପାଖରେ ଜଣେ ବାଇକ ଚାଳକ ଦୁର୍ଘଟଣାରେ ଆହତ ହୋଇ ସଙ୍କଟାପନ୍ନ ଅବସ୍ଥାରେ ପଡିଥିଲେ । ସତେ ଯେମିତି ଦେବଦୂତ ହୋଇ ଆସିଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ବ୍ୟକ୍ତିଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲ ପଠାଇଲେ । ଏହାସହ ମେଡିକାଲରେ ତୁରନ୍ତ ଚିକିତ୍ସା ସୁବିଧା ଦେବା ପାଇଁ ମେଡିକାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
#odishareporter#transportminister#accident
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha Odisha Reporter Odisha News National News national news in odia odisha reporter youtube today news news in odia ajira odia news oriya news today Odisha breaking news oriya samachar odia khabar road accident Odisha Odisha leadership news Odisha transport minister Bibhuti Bhusan Jena Gopalpur Accident News Ankuli Bypass Accident Minister Saves Life Humanitarian Act Minister Injured Biker Rescue Ganjam News Today
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe