Advertisment

୮ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଢେଙ୍କାନାଳ ଜିଲ୍ଲା ଦୌରା ଜଜ୍ || 2017 Dhenkanal Murder Case || OR

author-image
Odisha Reporter

୨୦୧୭ରେ ଢେଙ୍କାନାଳ ତରଭାରେ ବହୁ ଚର୍ଚ୍ଚିତ ସଲମାନ ରାଉତ ହତ୍ୟାକାଣ୍ଡ ମାମଲାରେ ସଜା। ୮ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଢେଙ୍କାନାଳ ଜିଲ୍ଲା ଦୌରା ଜଜ୍। ୩୬ ଜଣ ସାକ୍ଷୀଙ୍କ ବୟାନ ଓ ପାରିପାର୍ଶ୍ବିକ ସ୍ଥିତି ଆଧାରରେ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏଥିସହ ପ୍ରମାଣ ଅଭାବରୁ ୬ ଜଣ ନିର୍ଦ୍ଧୋଷରେ ଖଲାସ ହୋଇଛନ୍ତି। ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାରରେ ପୋଷ୍ଟର ମରାକୁ କେନ୍ଦ୍ର କରି ଗୁଳିକାଣ୍ଡ ହୋଇଥିଲା।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#dhenkanal#courtdecision

Advertisment
Court Judgment Odisha Dhenkanal latest news Odisha Legal Update OTV FeeDin Criminal Case Odisha Odisha judiciary news Salman Raut Case Dhenkanal Court Breaking News Odisha Life Imprisonment Case Odisha crime news 2017 Panchayat Election Violence Dhenkanal Murder Case Odisha Court Verdict Dhenkanal news Salman Raut Murder Case Odisha oriya news today odia khabar today news odisha reporter youtube national news in odia Odisha Reporter