Advertisment

PUCC ମାରି ଦେଲା କି ଶିଲାଙ୍କୁ? | Odisha Reporter

author-image
Odisha Reporter

#PUCC_ମାରି_ଦେଲା_କି_ଶିଲାଙ୍କୁ ?
ଦୁର୍ଘଟଣା ହେଲା.. ଖବର ବାଜିଲା .. ମୁଖ୍ୟମନ୍ତ୍ରୀଙ୍କ ଠାରୁ ନେଇ ସାଧାରଣ ଜନତା ସମସ୍ତେ ଦୁଃଖ ପ୍ରକାଶ କଲେ .. କିନ୍ତୁ ଜଣେ ସମ୍ବାଦିକାଙ୍କ ଏମିତି ଦୁଃଖଦ ମୃତ୍ୟୁ ପାଇଁ ଦାୟୀ କିଏ । କାହା ଭୁଲ ପାଇଁ ଚାଲିଗଲା 2ଟି ଅମୁଲ୍ୟ ଜୀବନ । ମାଆକୁ ହରାଇଥିବା ଦୁଇଟି ନିଷ୍ପାପ ଶିଶୁଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେବା ପଛରେ ଦୋଷୀ କିଏ । ଏମିତି ତମାମ୍ ପ୍ରଶ୍ନ ଏବେ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ମୃତ୍ୟୁ ପରେ ସୃଷ୍ଟି ହୋଇଛି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#ShilaPatnaik#accident#Pipili#PUCC#Trafficfine#TransportDepartment#journalists

Advertisment
Odisha Odisha Reporter Odisha News National News latest odia news odia breaking news national news in odia latest oriya news odisha reporter youtube today news news in odia ajira odia news odia news live oriya news today odia news oriya samachar ajira khabar odia khabar