Advertisment

‘ଅନନ୍ତଙ୍କ ପିଟିସନ୍ ଖାରଜ, ଆପଣଙ୍କ ପାଖରେ ନୂଆ କଥା ପହଞ୍ଚିବ’ |Jagannath Pradhan |Ananta Jena |Supreme Court

Advertisment

‘ଅନନ୍ତଙ୍କ ପିଟିସନ୍ ଖାରଜ, ଆପଣଙ୍କ ପାଖରେ ନୂଆ କଥା ପହଞ୍ଚିବ’ |Jagannath Pradhan | Ananta Jena |Supreme Court | Odisha Reporter
ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ସୁପ୍ରିମ ଝଟକା । ଅନନ୍ତଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି | ତାଙ୍କ ବିରୋଧରେ ଦାୟର ନିର୍ବାଚନୀ ମାମଲାକୁ ବିନା ଶୁଣାଣିରେ ଖାରଜ କରିବାକୁ ନେଇ ହାଇକୋର୍ଟ ଦେଇଥିବା ରାୟ ସୁପ୍ରିମକୋର୍ଟରେ କାଏମ ରହିଛି। ଅନନ୍ତଙ୍କ ଜେନାଙ୍କ ଇଲେକ୍ସନ ଫଳାଫଳକୁ ନେଇ ପିଟିସନ ଦାୟର କରିଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ କ'ଣ କହୁଛନ୍ତି ଶୁଣନ୍ତୁ...
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#jagannathapradhan#Bhubaneswar#SupremeCourt#OdishaReporter

Advertisment
Odisha Reporter Odisha Politics National News national news in odia odisha reporter youtube odia news live oriya news today Odisha breaking news political controversy Odisha BJP Odisha news odia khabar Viral Political News Ananta Narayan Jena Supreme Court shock Bhubaneswar MLA case election petition Odisha Jagannath Pradhan reaction BJD MLA controversy Supreme Court judgement India High Court order upheld election case Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe