#ଚାଲାଣ_ଅନେକ_ଆସିଲେ_ବି_ଗୋଟିଏ_ଗଣା_ହେବ- STA ଅଧିକାରୀ
ଦ୍ବନ୍ଦ୍ବ ଦୂର କଲେ STA ଅଧିକାରୀ, କହିଲେ ଗୋଟାଏ ଦିନରେ ଅନେକ ଚାଲାଣ ଆସୁଥିବା ମେସଜରେ ପ୍ୟାନିକ ହୁଅନ୍ତୁ ନାହିଁ। ତାହା ଗୋଟାଏ ଚାଲାଣରେ କାଉଣ୍ଟ ହେବ। ଅନେକ ସାଇବର ଠକ ବି ସକ୍ରିୟ ଅଛନ୍ତି ସେମାନଙ୍କ ଫେକ ମେସଜ ଠାରୁ ବି ସାବଧାନ ରୁହନ୍ତୁ.. ଶୁଣନ୍ତୁ ଆଉ କ'ଣ କହୁଛନ୍ତି STA ଅଧିକାରୀ...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#sta#challan#Bhubaneswar#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us