Advertisment

‘ହ୍ୟୁମାନ ଭାଇଙ୍କ ବିଷୟରେ କିଛି କହିବିନି, ଜୀବନ ପ୍ରତି ବିପଦ’|Lija Shares Emotional Video After Threat Calls

author-image
Odisha Reporter

‘ହ୍ୟୁମାନ ଭାଇଙ୍କ ବିଷୟରେ କିଛି କହିବିନି, ଜୀବନ ପ୍ରତି ବିପଦ’| Lija Shares Emotional Video After Threat Calls | Humane Sagar Case | Odisha Reporter
ଗତକାଲି ବିଭିନ୍ନ ଗଣମାଧ୍ୟମରେ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଅନେକ ଖୁଲାସା କରିଥିଲେ ଉପସ୍ଥାପିକା ଲିଜା । ମୁହଁ ଖୋଲିଥିବାରୁ ତାଙ୍କୁ ଏବେ ଧମକ ଆସୁଛି । ଭିଡିଓ ପୋଷ୍ଟ କରି ଲିଜା କହିଛନ୍ତି 'ମୁଁ ବହୁତ ଚାପରେ ଅଛି । ଜୀବନ ବହୁତ ବିପଦରେ ଅଛି । ହ୍ୟୁମାନ ଭାଇଙ୍କ ନାଁରେ ଆଉ କିଛି କହିବାର ନାହିଁ । ସତ ପାଇଁ ସ୍ୱର ଉଠାଇଥିଲି ମୋ ସ୍ୱରକୁ ଚାପି ଦିଆଯାଉଛି । ମୋତେ କେହି କଲ୍ କରନ୍ତୁନି |
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#anchorliza#ollywood#humasagar#threat#odiasinger

Advertisment
Lija statement Odisha Viral odia breaking news Humane Sagar manager controversy Odia singer death mystery Lija viral video Humane Sagar case update Lija threat call Humane Sagar death Lija anchor humane sagar Odisha National News oriya news today odia news live news in odia today news odisha reporter youtube national news in odia Odisha Reporter odia news Odisha News Odisha Exclusive Odisha Media Odisha crime news