Advertisment

ପୋଲିସ୍ ପ୍ରେସମିଟରୁ ସନ୍ଦେହ, ସତରେ ବିକ୍ରମ କଣ ନିର୍ଦ୍ଦୋଷ? | Odisha Reporter

author-image
Odisha Reporter

#ସତରେ_କଣ_ବିକ୍ରମ_ନିର୍ଦ୍ଦୋଷ ?
ବିକ୍ରମଙ୍କ ମାମଲା ଲଢିବା ପାଇଁ ଦସ୍ତଖତ କରିଛନ୍ତି 45 ଜଣ ଓକିଲ୍। ପୋଲିସକୁ ସବୁ ଦିଗରୁ ଘେରିବା ପାଇଁ ପୁରା ପ୍ରସ୍ତୁତ ଆଇନଜୀବୀଙ୍କ ଟିମ୍। ଖାଲି ଏତିକି ନୁହେଁ ବିକ୍ରମଙ୍କୁ ନେଇ ରାଜରାସ୍ତାରେ ବିକ୍ଷୋଭ କରୁଛି ବିଜେଡି। ଘଟଣାରେ ବିକ୍ରମଙ୍କ ନାଁ କେବଳ 2,3ଟି ସ୍ଥାନରେ ଆସୁଛି।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#BJD#policepressmeet#vikrampanda#PitabasaPanda#MurderCase

Advertisment
Odisha National News oriya news today odia khabar oriya samachar odia news live ajira odia news news in odia today news ajira khabar odisha reporter youtube latest oriya news national news in odia Odisha Reporter odia news odia breaking news latest odia news Odisha News