‘ସୁଇପର ଚାକିରି ପାଇଁ କାନଫୁଲ ଲାଞ୍ଚ ଦେଲି’ || Fake Sweeper Job Scam || Sambalpur Sweeper Job Fraud || Odisha Reporter
ସମ୍ବଲପୁରରେ ନକଲି ଝାଡୁଦାର ଚାକିରି କେଳଙ୍କାରୀର ପର୍ଦ୍ଦାଫାସ ହେବା ପରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି ପୋଲିସ। ସୁଇପର ଚାକିରି ପାଇଁ ୧୨ ୦୦୦ ଟଙ୍କା ଦେଇ ନ ପାରିବାରୁ , ମୁଖ୍ୟ ଅଭିଯୁକ୍ତ ପଦ୍ମାବତୀ ତାଣ୍ଡି କୁଆଡେ କହିଥିଲା , ଯଦି ଟଙ୍କା ନାହିଁ ତାହାଲେ ତୁମ ସୁନା କାନଫୁଲଟି ଦେଇଦିଅ । ଫଳରେ ବୁଢୀ ମାଉସୀର ପିନ୍ଧିଥିବା ଏକମାତ୍ର ସୁନା କାନଫୁଲଟିକୁ ଖୋଲି ଲାଞ୍ଚ ଦେଇଥିଲା ପଦ୍ମାବତୀ ହାତରେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#sweeperjobfroud#jobscam#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
