Advertisment

ବିହାରର ୪ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟରକୁ ଏନକାଉଣ୍ଟର | 4 Most Wanted Gangsters from Bihar Shot Dead | OR

author-image
Odisha Reporter

#ସିଗମା_ଗ୍ୟାଙ୍ଗ_ସଫା
ଦିଲ୍ଲୀରେ ବଡ଼ ଏନକାଉଣ୍ଟର । ବିହାରର ୪ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟରକୁ ଏନକାଉଣ୍ଟର । ପୋଲିସ ଉପରକୁ ଫାୟାରିଂ ବେଳେ ଦିଲ୍ଲୀର ବାହାଦୁର ଶାହ ମାର୍ଗରେ ୪ ଜଣଙ୍କୁ ଏନକାଉଣ୍ଟରରେ ୪ ଅପରାଧୀ ନିପାତ । ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସର ଅପରେସନରେ ଏହି ସଫଳତା ମିଳିଛି । ବିହାର ନିର୍ବାଚନରେ ବିସ୍ଫୋରଣ ଯୋଜନା କରୁଥିଲା ଗ୍ୟାଙ୍ଗ୍ । ଦୀର୍ଘଦିନ ଧରି ପୋଲିସ ଟାର୍ଗେଟରେ ଥିଲେ ଏହି ୪ ଅପରାଧୀ । ସିଗମା ଆଣ୍ଡ୍ କମ୍ପାନୀ ନାଁରେ ଜଣାଶୁଣା କୁଖ୍ୟାତ ଗ୍ୟାଙ୍ଗ୍।
#DelhiCrime_PoliceSuccess#BiharGangsters_SigmaGang#OdishaNews_IndiaCrime#LawAndOrder_Delhi#EncounterOperation#CrimeBranch_Delhi#GangsterNeutralized#ElectionSecurityThreat#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Delhi encounter today police encounter India Bihar gang operation Delhi latest news India Crime News Sigma gang encounter Bihar election news gangster encounter video Bihar news live breaking news Delhi encounter live update Delhi Crime News Bihar most wanted killed Delhi crime branch encounter Bihar police operation Delhi Bahadur Shah Marg encounter Sigma and Company gang Bihar gangsters encounter Delhi encounter Odisha Reporter