Advertisment

ସମସ୍ତେ ଦେଖୁଥାନ୍ତି..ଟ୍ରେନ୍ ଧକ୍କାରେ ଚାଲିଗଲା ରାଫେଲ |Train Hits Elephant |Mayurbhanj |Forest Dept Odisha

author-image
Odisha Reporter

ସମସ୍ତେ ଦେଖୁଥାନ୍ତି..ଟ୍ରେନ୍ ଧକ୍କାରେ ଚାଲିଗଲା ରାଫେଲ | Emotional Farewell to Beloved Elephant | Mayurbhanj | Odisha Reporter
ହଜାର ହଜାର ଲୋକ ରୁଣ୍ଢ ହୋଇଛନ୍ତି । ଆସିଛନ୍ତି ଶେଷ ଦର୍ଶନ କରି ବିଦାୟ ଦେବାକୁ । ଏ ଦୃଶ୍ୟ ଦେଖି ଆପଣ ଭାବୁଥିବେ କୌଣସି ରାଜନେତା ନ ହେଲେ ବିଶିଷ୍ଟ ବ୍ୟକ୍ତିଙ୍କ ଶେଷ ଦର୍ଶନ ପାଇଁ ଏ ଭିଡ଼ ଲାଗିଛି । ହେଲେ ଦର୍ଶକବନ୍ଧୁ ଏ ଭିଡ଼ କୌଣସି ମଣିଷ ପାଇଁ ନୁହେଁ ବରଂ ଗୋଟେ ଦନ୍ତା ହାତୀ ପାଇଁ । ଟ୍ରେନ୍ ଧକ୍କାରେ ଜୀବନ ଯିବା ପରେ ଅଶ୍ରୁରେ ବିଦାୟ ଦେଉଛନ୍ତି ସ୍ଥାନୀୟ ଲୋକେ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Elephant#Mayurbhanj#Baripada#trainhits#rafale

Advertisment
Elephant Last Journey Emotional Video Odisha Elephant Tribute Odisha Viral News Viral Animal Video heart touching story Human Elephant Bond Wildlife Conservation Elephant Rescue Forest Department Odisha Odisha News Train Hits Elephant Elephant Death Viral Video Emotional Farewell Elephant Odisha Wildlife Elephant Train Accident Elephant Funeral Odisha Elephant Death Odisha Reporter National News odisha reporter youtube national news in odia