Advertisment

Exclusive Interview with Senior Leader Debashish Samantaray ||BJD|| Naveen Pattnaik||VK Pandian||OR

author-image
Odisha Reporter

ଏଥର ଆଉ ବୁଲେଇ ବଙ୍କେଇ କହିଲେନି ବିଜେଡି ଦଳର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ, ସିଧା ସିଧା କହିଲେ, ବର୍ତ୍ତମାନ ବିଜେଡି ଦଳ ଚଳାଉଛନ୍ତି ପ୍ରଭୁ ଜଗନ୍ନାଥ। ବିଜେଡିର ଭବିଷ୍ୟତ ଅନ୍ଧକାର । ଗତ ନିର୍ବାଚନରେ ବିଜେଡି ଦଳର ଭୁଲ୍ କେଉଁଠି ରହିଲା , କାହିଁକି ହାରିଲେ ? ନବୀନ ବାବୁ ବୁଲିଲେନି ନା ଚାପରେ ଘରେ ବସିଲେ ? ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କହୁ କହୁ ମନର କଥା ଖୋଲି କହିଦେଲେ ଦେବାଶିଷ ସାମନ୍ତରାୟ । Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: #OdishaReporter">https://www.instagram.com/odishareporter_official/#OdishaReporter#ExclusiveInterview#debasishsamantray#NaveenPattnaik#VKPandian

Advertisment
Odisha National News oriya news today odia khabar oriya samachar odia news live ajira odia news news in odia today news ajira khabar odisha reporter youtube latest oriya news national news in odia Odisha Reporter odia news odia breaking news latest odia news Odisha News