#ସତରେ_କଣ_ଚାକିରି_ଛଡ଼ାଇ_ନେବ_AI?
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)କୁ ନେଇ ବର୍ତ୍ତମାନ ଅନେକ ଚର୍ଚ୍ଚା ଚାଲିଛି । ଅନେକ ଆଶଙ୍କା କରୁଛନ୍ତି ଯେ ସେମାନେ ଚାକିରି ହରାଇବେ । ତେବେ ଏହି ପରିବର୍ତ୍ତନକୁ ସମସ୍ତେ ଗ୍ରହଣ କରିବା ଦରକାର । କେମିତି ଏବଂ କଣ କଲେ ଆମେ ଏହାର ମୁକାବିଲା କରିପାରିବା ? ଏ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ରାଜ୍ୟସଭା ସାଂସଦ ସୁଜିତ୍ କୁମାର । ସେ AI ଅନ୍ ଟ୍ରାଏଲ ପୁସ୍ତକ ମଧ୍ୟ ଲେଖିଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#aiontrial#SujitKumar#rajyasabhamp#artificialintelligence#ExclusiveInterview#jobsecurity
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us