Advertisment

ମିଛ କହି ବାହା ହୋଇଥିଲେ, ଜେଲ ଗଲେ ନକଲି ଡ଼ାକ୍ତରଙ୍କ ପୂରା ପରିବାର |Fake Canada Doctor EXPOSED After Marriage!

author-image
Odisha Reporter

ନିଜକୁ କାନାଡାର ଡାକ୍ତର ବୋଲି ପରିଚୟ ଦେଇ ଯୁବତୀଙ୍କୁ ବିବାହ କଲେ । ଡ଼ାକ୍ତର ବର କହି ଏମ୍ସର ଜଣେ ଡ଼ାକ୍ତରଙ୍କୁ ବାହା ବି ହେଲେ। କିନ୍ତୁ ବାହାଘରର ମାତ୍ର କେଇଦିନ ପରେ ଧରା ପଡ଼ିଗଲା ସବୁ ସତ। ଆଉ ଏବେ ଜେଲର ସେଲରେ କଟିବ ନକଲି ଡାକ୍ତରଙ୍କ ଦିନ । ଏହାସହ ତାଙ୍କ ବାପା ମାଆ ମଧ୍ୟ ବନ୍ଧା ହେଲେ ।
ମିଛ କହି ବାହା ହୋଇଥିଲେ, ଜେଲ ଗଲେ ନକଲି ଡ଼ାକ୍ତରଙ୍କ ପୂରା ପରିବାର | Fake Canada Doctor EXPOSED After Marriage! | Odisha Reporter
#odishareporter#fakedoctor#doctorarrested
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
groom arrested for cheating news today Odisha Breaking News Odisha Odisha crime update cyber crime marriage fraud canada fake identity case wedding fraud case Odisha Viral News doctor scam news fake NRI groom exposed marriage scam India Odisha Fraud Case AIIMS doctor marriage scam Canada doctor fraud fake doctor arrest Odisha National News odia news live odisha reporter youtube national news in odia Odisha Reporter Odisha News