#୧୮_ଅଧିକାରୀଙ୍କୁ_୨୦_ଲକ୍ଷର_ଚୂନ: #୨_ଗିରଫ
ଭିଜିଲାନ୍ସ ଅଫିସର କହି ୧୮ ଅଧିକାରୀଙ୍କୁ ଠକିଥିବା ୨ ଠକ ଗିରଫ। ଭିଜିଲାନ୍ସ ସହାୟତାରେ ୨ ଜଣଙ୍କୁ ବାନ୍ଧିଲା ରାଉରକେଲା ପୋଲିସ। ପ୍ରେସମିଟ୍ରେ ସୂଚନା ଦେଲେ ରାଉରକେଲା ଏସ୍ପି। ଗିରଫ ୨ ଜଣ ସୁବର୍ଣ୍ଣପୁରର ଗଣେଶ ନନ୍ଦ ଓ ତା ସଂପର୍କୀୟ ପ୍ରଦୀପ ପଣ୍ଡା। ୨୦୨୧ରୁ ଏଯାବତ୍ ୧୮ରୁ ବରିଷ୍ଠ ଅଧିକାରୀଙ୍କୁ ୨୦ ଲକ୍ଷର ଠକେଇ କରିଛନ୍ତି। ଜଣେ OAS ଅଧିକାରୀଙ୍କୁ ମଧ୍ୟ ୪ ଲକ୍ଷର ଠକେଇ କରିଛନ୍ତି। ଭିଜିଲାନ୍ସ କେସ୍ର ଧମକ ଦେଇ ଉଭୟ ଠକୁଥିଲେ। କେବଳ ଭିଜିଲାନ୍ସ ନୁହେଁ ନିଜକୁ ସାମ୍ବାଦିକ ଓ ଓକିଲ କହି ମଧ୍ୟ ଠକୁଥିଲେ। ୨ ଅଭିଯୁକ୍ତଙ୍କ ଠାରୁ ୨୫ ହଜାର ଟଙ୍କା ଓ ୩୮ଟି ଏଟିଏମ୍ କାର୍ଡ ଜବତ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Rourkela#FakeVigilance#Vigilance#Arrest#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
