#ଚାଷୀଙ୍କ_ବାଇକ୍_ରାଲି
ଖରିଫ ଧାନ କିଣା ଅବ୍ୟବସ୍ଥା ପ୍ରତିବାଦରେ ଆସନ୍ତାକାଲି ସମ୍ବଲପୁର ବନ୍ଦ ଡାକରା ଦେଇଛି ସମ୍ୱଲପୁର କୃଷକ ସୁରକ୍ଷା ସଙ୍ଗଠନ। ତାପୂର୍ବରୁ ଆଜି ସହରରେ ଏକ ମୋଟର ସାଇକେଲ ଶୋଭାଯାତ୍ରା ବାହାରିଛି। ସମ୍ବଲପୁର ବରେଇପାଲିରୁ ବାହାରିଛି ମୋଟର ସାଇକେଲ୍ ରାଲି। ଏଥିରେ ବହୁ ସଂଖ୍ୟାରେ କୃଷକ ସାମିଲ ହୋଇଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#Odisha#FarmersProtest#SambalpurRally#KharifPaddy#OdishaAgriculture#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
