Advertisment

ବାପା ଓଏଏସ ପୁଅ ଆଇଏଏସ୍ || Amrit Mahapatra || UPSC Rank 121 || Odisha Reporter

author-image
Odisha Reporter

#ବାପା_ଓଏଏସ_ପୁଅ_ଆଇଏଏସ୍
ପୁରୀର ଅମ୍ରିତ ମହାପାତ୍ର । ୟୁପିଏସସିରେ ୧୨୧ ତମ ସ୍ଥାନରେ ରହିଛନ୍ତି। ପୂର୍ବରୁ ଓଡ଼ିଶା ପ୍ରଶାସନିକ ସେବାରେ ୪୬ ତମ ସ୍ଥାନ ପାଇଥିଲେ। ହେଲେ ଲକ୍ଷ୍ୟଥିଲା ଆଇଏଏସ ହେବାକୁ। ସେ ଏବେ ଦିଲ୍ଲୀର quantum hubରେ ଚାକିରି କରିଛନ୍ତି। ସେପଟେ public policyରେ ରିସର୍ଚ୍ଚ କରୁଛନ୍ତି। ସେ ବିଜେବି କଲେଜ ଛାତ୍ର ଥିବା ବେଳେ ଟପ୍ପର ହୋଇଥିଲେ । ତାଙ୍କ ବାପା ଲଲାଟେନ୍ଦୁ ମହାପାତ୍ର ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ରହିଥିବା ବେଳେ ମା' ସବିତା ମିଶ୍ର ଜଣେ ଗୃହିଣୀ। ଶୁଣନ୍ତୁ ଅମ୍ରିତଙ୍କ ସଫଳତାର କାହାଣୀ ...
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#amrit#puri#upsc#Odisha#OdishaReporter

Advertisment
UPSC inspiration India Odisha News Today UPSC preparation tips civil services success story UPSC interview Odisha Odisha IAS officer story IAS success story India UPSC aspirants motivation BJB College topper UPSC UPSC motivation story OAS to IAS journey Puri UPSC topper Odisha UPSC success story UPSC rank 121 story Amrit Mahapatra IAS Amrit Mahapatra UPSC