#ଏ_ଦୃଶ୍ୟ_କନ୍ଦାଇ_ଦେବ
ମହାରାଷ୍ଟ୍ର ବାରାମତିରେ ପ୍ଲେନ୍ କ୍ରାସରେ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ସହ ଏସଏଚଓ ଭିଦିପ ଦିଲିପ ଯାଦବଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ସତାରାରେ ତାଙ୍କର ଅନ୍ତିମସଂସ୍କାର ହୋଇଛି । ଶୋକାକୂଳ ପରିବେଶ ଭିତରେ କୁନି ପୁଅ ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି । ଏ ଦୃଶ୍ୟ ଯିଏ ବି ଦେଖୁଛି ଆଖିର ଅଶ୍ରୁକୁ ଅଟକାଇ ପାରୁନି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Vidipjadhav#son#Lastrites#satara#MaharashtraPlaneCrash
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
