Advertisment

ଫିଜିଓଥେରାପି ନାଁ ନେଇ ଲୁଟୁଛନ୍ତି ! || Fake Physiotherapy Center in Bhograi Block || Balasore || OR

Advertisment

#ଫିଜିଓଥେରାପି_ନାଁ_ନେଇ_ଲୁଟୁଛନ୍ତି !
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ଶ୍ରଦ୍ଧାପୁର ପଂଚାୟତରେ ସରକାରଙ୍କ ପକ୍ଷରୁ ଏକ NGO ସଂସ୍ଥା ଦ୍ୱାରା ପରିଚାଳିତ ସକ୍ଷମ ଫିଜିଓ ଥେରାପି ରହିଛି। ହେଲେ ବାସ୍ତବରେ ସେଠାରେ କୌଣସି ସେଣ୍ଟର ନଥିବା ନେଇ ଅଭିଯୋଗ ଆସିବା ପରେ ଏହା ଆଉ ଏକ ପଂଚାୟତରେ ରହିଥିବା ଜଣା ପଡିଛି। କିନ୍ତୁ ସେଠାରେ ସରକାରୀ ଅର୍ଥ ହଡପ କରିବା ପାଇଁ ଏକ ନିଛାଟିଆ ଜାଗାରେ ଖୋଲା ଯାଇଛି ଯାହା ସାଧାରଣ ଲୋକଙ୍କ ଅଗୋଚରରେ ରହିଛି।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Odisha#physiotherapy#Jaleswar#scam

Advertisment
shocking Odisha news fake NGO exposed government negligence Odisha Odisha alert local news Odisha health scam Odisha public fund misuse Odisha breaking news Bhograi block news Panchayat news Odisha NGO corruption government scam Odisha fake physiotherapy center Baleshwar news Odisha National News odia news live ajira odia news today news ajira khabar odisha reporter youtube Odisha Reporter latest odia news Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe