#ପୋଲ_ଭୁସୁଡି_୧୫_ଫୁଟର_ଘାଇ
ବର୍ଷାରେ ଧୋଇଗଲା ଲେଢ଼ବନ୍ଧ ପୋଲ। ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁ ହରଭଙ୍ଗି ନଦୀର ପ୍ରଖର ସ୍ରୋତ ଆସି ଗଜପତି ଜିଲ୍ଲା ମୋହନା ନିକଟରେ ଲେଢ଼ବନ୍ଧ ପୋଲରେ ପ୍ରାୟ ୧୫ ଫୁଟର ଏକ ଘାଇ ସୃଷ୍ଟି ହୋଇଛି। ଯାହା ଫଳରେ ପୋଲର ଗୋଟିଏ ପାର୍ଶ୍ବ ଧୋଇ ହୋଇଯାଇଛି । ବାର୍ତ୍ତମାନ ରାୟଗଡ଼ା ଜିଲ୍ଲା ଠାରୁ ବ୍ରହ୍ମପୁରକୁ ସଂଲଗ୍ନ କରୁଥିବା ଏହି ୩୨୬ ନଂ ଜାତୀୟ ରାଜପଥ ଯାତାୟାତ ଠପ୍ ହୋଇଯାଇଛି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#mohana#landslide#Odisha#gajapati#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
