#ଓଡ଼ିଆ_ଝିଅ_ପାଇଁ_ବିଦେଶରୁ_ଆସିଛି_ବର
ଡିଜେ ବାଜୁଛି, ରଙ୍ଗବତୀର ତାଳେ ତାଳେ ନାଚ ବି ଚାଲିଛି । ଏମାନଙ୍କ ରଙ୍ଗ ଦେଖି ଆପଣ ବୁଝି ଯିବେଣି ବରଯାତ୍ରୀ ଦରିଆ ସେପାରିରୁ ଆସିଛି। ନାଚ ଦେଖୁ ଦେଖୁ ଦୃଷ୍ଟି ଖୋଜିଲା, ବରଗାଡିକୁ । ଆଖିରେ ପଡିଲା, କୁଢେ ଡୁପ୍ଲିକେଟ ଫୁଲରେ ସଜେଇ ହୋଇଥିବା ଦେଶୀ ଅଟୋ । କହିପାରନ୍ତି, ଦେଶୀ ଅଟୋରେ ବିଦେଶୀ ବର ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Bhubaneswar#UniqueMarriage#foreignerbride#Odiagirl#marraigeprocession
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
