Advertisment

ସାହାଯ୍ୟ ମାଗୁଛନ୍ତି ପୂର୍ବତନ ସରପଞ୍ଚ | Odisha Reporter

author-image
Odisha Reporter

#ଅସହାୟ_ପୂର୍ବତନ_ସରପଞ୍ଚ
ପଦ ପଦବୀରେ ରହି ଅନେକ ଗାଁବାସୀଙ୍କ ପାଇଁ ସହାୟ ହୋଇଥିବା ପୂର୍ବତନ ସରପଞ୍ଚ ସରୋଜ କାନ୍ତ ପଣ୍ଡାଙ୍କ ପରିବାର ଆଜି ଅସହାୟ ହୋଇପଡ଼ିଛି l କେନ୍ଦ୍ରାପଡା ଜିଲ୍ଲା ନୀକିରାଇର ପୁର୍ବତନ ସରପଂଚ ପଣ୍ଡାଙ୍କ ପତ୍ନୀ ସରୋଜିନୀ ତ୍ରିପାଠୀ ୬ ମାସ ତଳେ ଅସୁସ୍ଥ ହେବା ପରେ ରକ୍ତ କର୍କଟ ରୋଗରେ ପୀଡିତ ଅଛନ୍ତି l ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କିନ୍ତୁ ଏହି ଦୀର୍ଘ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଆବଶ୍ୟକ, ଯେଉଁଥିରେ ପରିବାର ଦିନକୁ ଦିନ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ସାହାଯ୍ୟ ମାଗିଛନ୍ତି ସରୋଜ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Formersarpanch#seekshelp#Kendrapada

Advertisment
Odisha Odisha Reporter Odisha News National News latest odia news odia breaking news national news in odia latest oriya news odisha reporter youtube today news news in odia ajira odia news odia news live oriya news today odia news oriya samachar ajira khabar odia khabar