Advertisment

ମିଳିଲା ପ୍ରମାଣ: ଚୌଦ୍ବାର ଜେଲ୍‌ରୁ ୨ ବିହାରୀଙ୍କୁ ଖସାଇ ଦେଇଥିଲେ !|Chaudwar Jail Escape Mystery |Cuttack |OR

author-image
Odisha Reporter

ମିଳିଲା ପ୍ରମାଣ: ଚୌଦ୍ବାର ଜେଲ୍‌ରୁ ୨ ବିହାରୀଙ୍କୁ ଖସାଇ ଦେଇଥିଲେ !| Chaudwar Jail Escape Mystery | Cuttack | Odisha Reporter
୩ ତାରିଖ ରାତିରେ ଚୌଦ୍ବାର ଜେଲରୁ ଖସି ଯାଇଥିବା ୨ ବିହାରୀ କ୍ରମିନାଲଙ୍କୁ ଖସି ଯିବାରେ ସାହାଯ୍ୟ କରିଥିଲେ କି ଜେଲର କିଛି କର୍ମଚାରୀ । ଜେଲ ଡିଆଇଜିଙ୍କ ତଦନ୍ତରୁ ଏଭଳି କିଛି ସୁରାକ ମିଳିଥିବା ସୂଚନା ମିଳିଛି । ଜେଲ୍‌ ଡିଜିଙ୍କୁ ଡିଆଇଜି ଅନସୂୟା ଜେନା ତାଙ୍କ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି । ତଦନ୍ତ ରିପୋର୍ଟରେ ଯାହା ସବୁ ଉଲ୍ଲେଖ ରହିଛି ତାହା ଯେତିକି ସାଂଘାତିକ ସେତିକି ଚିନ୍ତା ଉଦ୍ରେକକାରୀ ।
#OdishaReporter#choudwarjail#criminalmissing
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha Viral News Crime investigation Odisha News Live Jail Escape Mystery Odisha exclusive report Crime News Odisha Odisha Jail Scandal Odisha Police Jail Corruption Odisha breaking news Odisha crime news Jail DIG Investigation Anusuya Jena DIG Report Odisha Jail Staff Suspended Chaudwar Jail News Bihar Criminals Escape Odisha Jail Escape Odisha Crime Chaudwar Jail Break National News national news in odia Odisha Reporter