#କଲା_କର୍ମର_ଫଳ_ଭୋଗିବେ_ଜହ୍ଲାଦ !
ରାଜଧାନୀର ଛାତିରେ ଗଣ ଦୁଷ୍କର୍ମ ଘଟଣାରେ ଦିନ ଯେତିକି ଗଡ଼ୁଛି ସେତିକି ନୁଆ ନୁଆ ତଥ୍ୟ ସାମ୍ନାକୁ ଆସୁଛି। ଦୁଇ ଜଣଙ୍କୁ ପୋଲିସ ବାନ୍ଧି ଝାରପଡ଼ା ପଠାଇଥିବା ବେଳେ ଜଣେ ଏବେବି ଫେରାର ଅଛି। ଫେରାର ଥିବା ବ୍ୟକ୍ତି ଜଣେ ପେସାଦାର ଦାଗୀ ହୋଇଥିବା ବେଳେ ଏବେ ଏବେ ଜେଲରୁ ଫେରିଥିଲା। ଜେଲରୁ ଫେରୁଫେରୁ ପୁଣି ଗଣଦୁଷ୍କର୍ମ କରି ଚମ୍ପଟ ମାରିଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#bhubaneswar#gangrape#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
