ସ୍ବାମୀ ତମେ ମହାନ….ଏତିକି ନା ଆଉ ଅଛନ୍ତି ? || Husband with Multiple Wives || Bhadrak Police || Odisha Reporter
ଜଣେ ସ୍ବାମୀ କିନ୍ତୁ ସ୍ତ୍ରୀମାନଙ୍କର ଲମ୍ବା ତାଲିକା । ଗୋଟିଏ ପରେ ଗୋଟିଏ ବିବାହ କରୁଥିଲେ ଆଉ ମନଶାନ୍ତି ହେଲା ପରେ ପତ୍ନୀ ବଦଳାଉଥିଲେ। କେତେବେଳେ ଯୌତୁକ ପାଇଁ ପତ୍ନୀଙ୍କୁ ନିର୍ଯାତନା ଦେଉଥିଲେ ଆଉ କେତେବେଳେ ମିଠାମିଠା କଥା ପତ୍ନୀଙ୍କ ସୁନା ଅଳଙ୍କାର ବନ୍ଧା ପକାଇ ଟଙ୍କା ହାତଉଥିଲେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Bhadrak#News#Update#odisha#news#Husband#Wife#odishareporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
