Advertisment

ଗର୍ଜିଲେ ଓକିଲ,ଆଡିସନାଲ ସିକ୍ୟୁରିଟି ପ୍ରତ୍ୟାହାର କର|TPCODL Smart Meter Controversy |Puri Advocates Protest

Advertisment

ଗର୍ଜିଲେ ଓକିଲ, ଆଡିସନାଲ ସିକ୍ୟୁରିଟି ପ୍ରତ୍ୟାହାର କର | TPCODL Smart Meter Controversy | Puri Advocates’ Strong Protest | Odisha Reporter
Tpcodl ବିରୋଧରେ ପୁରୀ ଓକିଲ ସଂଘ ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି l ବିଦ୍ୟୁତ ଉପଭୋକ୍ତାଙ୍କ ଠାରୁ ଇଲେକ୍ଟ୍ରି ବିଲରେ ଅତିରିକ୍ତ ସୁରକ୍ଷା ଜମା ଆଦାୟ କରିବାକୁ ବିରୋଧ ସହ ସ୍ମାର୍ଟ ମିଟର ପ୍ରତ୍ୟାହାର କରିବା ନେଇ ବିରୋଧ କରିଛି ପୁରୀ ଓକିଲ ସଂଘ। ଗ୍ରାହକଙ୍କ ଉପରେ TPCODLର ଅତ୍ୟାଚାରକୁ ବିରୋଧ କରି ଆଜି ଓକିଲ ସଂଘର ଶତାଧିକ ସଦସ୍ୟମାନେ ବାର ଆସୋସିଏସନ ଠାରୁ ରେଡକ୍ରସ ରୋଡ଼ ନିକଟରେ ଥିବା TPCODLର କାର୍ଯ୍ୟାଳୟକୁ ଶୋଭାଯାତ୍ରାରେ ଯାଇ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#TPCODL#TataPower#puri#BarAssociation#Odisha#OdishaReporter

Advertisment
Odia news TPCODL latest news consumer protection Odisha Puri news update Odisha Viral News electricity bill dispute Odia news today TPCODL office protest Odisha breaking news excess security charges protest smart meter controversy Odisha consumer rights Odisha Odisha electricity news Puri Advocates protest TPCODL protest Odisha National News odia news live news in odia odisha reporter youtube national news in odia Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe