Advertisment

ଗ୍ୟାସ ସିଲିଣ୍ଡର ଚୋରେଇ ବନ୍ଧା ହେଲେ ଟୁଙ୍ଗୁରୁ || Tunguru Bhola Arrested || Bhubaneswar || Odisha Reporter

author-image
Odisha Reporter

ଗ୍ୟାସ ସିଲିଣ୍ଡର ଚୋରେଇ ବନ୍ଧା ହେଲେ ଟୁଙ୍ଗୁରୁ || Tunguru Bhola Arrested || Bhubaneswar || Odisha Reporter
ପୁଣି ଚର୍ଚ୍ଚାରରେ ଟୁଙ୍ଗୁରୁ ଭୋଳ। ସେଦିନ ଭାଉଜଙ୍କୁ ମିଠା ମିଠା ପ୍ରେମ କରି, ନିଜ ମାୟା ଜାଲରେ ଫଶାଇ ଜେଲ ଯାଇଥିଲେ।ଯେଉଁ ଅଟୋରେ ସେ ପ୍ରେମ କରୁଥିଲେ, ସେଇ ଅଟୋ ତାଙ୍କୁ ବାରମ୍ବାର ଜେଲର ବନ୍ଦ କୋଠରୀ ଦେଖାଉଛି। ପ୍ରଥମେ ଭାଉଜଙ୍କୁ ପ୍ରେମ କରି, ପରେ ଲୁହା ପାଇପ ଚୋରି କରି, ଆଉ ତା ପରେ ମିକ୍ସଚର ମେସିନ ଚୋରାଇ ସେ ବନ୍ଧା ହୋଇଥିଲେ। ଆଉ ଏବେ ପୁଣି ସେଇ ଅଟୋରେ ଗ୍ୟାସ ସିଲିଣ୍ଡର ଚୋରି କରି ଜେଲ ଯାଇଛନ୍ତି ଟୁଙ୍ଗୁରୁ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#TunguruBhol#alokbhol#Autowala#Arrest#Bhubaneswar

Advertisment
Odisha Odisha Reporter National News odia breaking news national news in odia odisha reporter youtube today news oriya news today Odisha crime news local crime news odia crime news Tunguru Bhola Tunguru Bhola crime story auto theft crime gas cylinder theft serial thief Odisha bhauja love case viral crime story village crime story auto rickshaw crime theft news odisha latest crime update police arrest news unusual crime story