Advertisment

ଗ୍ୟାସ ସିଲିଣ୍ଡର ଚୋରେଇ ବନ୍ଧା ହେଲେ ଟୁଙ୍ଗୁରୁ || Tunguru Bhola Arrested || Bhubaneswar || Odisha Reporter

Advertisment

ଗ୍ୟାସ ସିଲିଣ୍ଡର ଚୋରେଇ ବନ୍ଧା ହେଲେ ଟୁଙ୍ଗୁରୁ || Tunguru Bhola Arrested || Bhubaneswar || Odisha Reporter
ପୁଣି ଚର୍ଚ୍ଚାରରେ ଟୁଙ୍ଗୁରୁ ଭୋଳ। ସେଦିନ ଭାଉଜଙ୍କୁ ମିଠା ମିଠା ପ୍ରେମ କରି, ନିଜ ମାୟା ଜାଲରେ ଫଶାଇ ଜେଲ ଯାଇଥିଲେ।ଯେଉଁ ଅଟୋରେ ସେ ପ୍ରେମ କରୁଥିଲେ, ସେଇ ଅଟୋ ତାଙ୍କୁ ବାରମ୍ବାର ଜେଲର ବନ୍ଦ କୋଠରୀ ଦେଖାଉଛି। ପ୍ରଥମେ ଭାଉଜଙ୍କୁ ପ୍ରେମ କରି, ପରେ ଲୁହା ପାଇପ ଚୋରି କରି, ଆଉ ତା ପରେ ମିକ୍ସଚର ମେସିନ ଚୋରାଇ ସେ ବନ୍ଧା ହୋଇଥିଲେ। ଆଉ ଏବେ ପୁଣି ସେଇ ଅଟୋରେ ଗ୍ୟାସ ସିଲିଣ୍ଡର ଚୋରି କରି ଜେଲ ଯାଇଛନ୍ତି ଟୁଙ୍ଗୁରୁ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#TunguruBhol#alokbhol#Autowala#Arrest#Bhubaneswar

Advertisment
unusual crime story police arrest news local crime news latest crime update theft news odisha auto rickshaw crime village crime story odia crime news viral crime story bhauja love case Odisha crime news serial thief Odisha gas cylinder theft auto theft crime Tunguru Bhola crime story Tunguru Bhola Odisha National News oriya news today today news odisha reporter youtube national news in odia Odisha Reporter odia breaking news
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe