ଆମକୁ ତୁମ ଘରେ ଚାକିରି ଦିଅ…|| Justice for Kinnar Anjali || Kinnar Community Protests in Bhubaneswar || Odisha Reporter
ଭୁବନେଶ୍ବର ଉପକଣ୍ଠ ସିଫା ଅଂଚଳରେ କିନ୍ନରଙ୍କୁ ହତ୍ୟା ଘଟଣାରେ ଶୋଭାଯାତ୍ରା। କିନ୍ନର ଅଞ୍ଜଳୀଙ୍କୁ ନ୍ୟାୟ ଦାବିରେ ନିରବ ଶୋଭାଯାତ୍ରା । ମାଷ୍ଟର କ୍ୟାଣ୍ଟିନ୍ ଛକରୁ ରାମମନ୍ଦିର ଯାଏ କିନ୍ନର ସାଥୀ ହାତରେ ମଶାଲ ଧରି ଶୋଭାଯାତ୍ରା କରିଛନ୍ତି। ଶୁଣନ୍ତୁ କ'ଣ କହୁଛନ୍ତି...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#kinner#bhubaneswar#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
