'ଆଗରୁ ବିନା ଲାଞ୍ଚରେ ସରକାରୀ ଚାକିରି ଅସମ୍ଭବ ଥିଲା’ | BJP Youth Leader Abhilash Panda | Police SI Exam Postponed |
ପୋଲିସ SI ପରୀକ୍ଷା ସ୍ଥଗିତ ଘୋଷଣା ପରେ ରାଜନୀତି ଜୋର ଧରିଛି । ସରକାରଙ୍କ ଅପରାଗତା ପାଇଁ ପ୍ରଶ୍ନପତ୍ର ବିଭ୍ରାଟ ଅଭିଯୋଗ ଆଣି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ସାମ୍ନାକୁ ଆସି ପୂର୍ବ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି । ପୂର୍ବ ସରକାରରେ କେମିତି ଚାକିରି ଦୁର୍ନୀତି ହେଉଥିଲା ସେ କଥା ଉଠାଇଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#policesiexam#postponed#abhilashpanda#BJP#Odisha
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us