#ରାକ୍ଷୀ_ବନ୍ଧା_ହାତ_ଜୀବନ_ନେଲା
ଜୀବନ ନେଇଛି ମିଛ ସଂପର୍କ । ଗଳା ଚିପିଛି ରାକ୍ଷୀ ବନ୍ଧା ହାତ । ସଂପର୍କରେ କଳଙ୍କ ବୋଳିଛି ଧରମ ଭାଇ । ଯାହାକୁ ଭାଇ ବୋଲି ଭାବି ତାରି ଘରେ ରହି ହାତରେ ରାକ୍ଷୀ ବାନ୍ଧୁଥିଲା ସେହି ଜହ୍ଲାଦ ଭାଇର ଲୋଲୁପ ଦୃଷ୍ଟିରୁ ବର୍ତ୍ତିବାକୁ ଯାଇ ପ୍ରାଣ ଦେବାକୁ ପଡ଼ିଛି ଯୁବତୀଙ୍କୁ । ଚାକିରି କରିବାକୁ ଉତ୍ତରାଖଣ୍ଡ ଯାଇ ହତ୍ୟାର ଶିକାର ହୋଇଛନ୍ତି ରାୟଗଡ଼ାର ୨୩ ବର୍ଷୀୟା ଯୁବତୀ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#fakerelation#murdercase#jharkhand#Rayagada#odiagirl
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
