Advertisment

ଗୁରୁଜୀ ଯାଉ ଯାଉ କନ୍ଦେଇଦେଲେ || Emotional Farewell to Headmaster | Jagatsinghpur School Goodbye Moment

Advertisment

ଚାକିରି ଜୀବନରେ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଭିଭାବକ, ସହକାରୀ ଶିକ୍ଷକ, ଶିକ୍ଷୟତ୍ରୀଙ୍କର ମାର୍ଗ ଦର୍ଶକ ଥିଲେ ସଚି ସାର । ଯେଉଁଥିପାଇଁ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା ବେଳେ ସମସ୍ତଙ୍କ ଆଖିରେ ଲୁହ । ଜଗତସିଂହପୁର ଜିଲ୍ଲା ସୁଦୁକଣ୍ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଦାୟୀ ପ୍ରଧାନ ଶିକ୍ଷକ ସଚିନ୍ଦ୍ର କୁମାର ବିଶୋଇଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନାବେଳେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।
#odishareporter#farewell#jagatsinghppur#uniqueteacher
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
guru vandana teacher respect Odia Emotional Video school farewell ceremony inspirational teacher Odia Education News retired teacher farewell emotional farewell video Jagatsinghpur News Odisha school news headmaster farewell teacher farewell Odisha National News oriya news today odia khabar oriya samachar odia news live ajira odia news today news odisha reporter youtube Odisha Reporter odia breaking news Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe