Advertisment

BJP ନେତାଙ୍କ ପାଇଁ ହରଡ଼ଘଣାରେ ଲାଞ୍ଚୁଆ ମାଡାମ || Jagatsinghpur Labour Office Scam || Odisha Reporter

Advertisment

BJP ନେତାଙ୍କ ପାଇଁ ହରଡ଼ଘଣାରେ ଲାଞ୍ଚୁଆ ମାଡାମ || Jagatsinghpur Labour Office Scam || Odisha Reporter
ସେ ଦିନ ବିଜେପି ନେତା ମୁଣ୍ଡ ନ ପୂରାଇଥିଲେ ବୋଧେ ଆଜି କଥାଟା ସାମ୍ନାକୁ ଆସିନଥାନ୍ତା କି ଲାଞ୍ଚୁଆ ଡାଟା ଏଣ୍ଟ୍ରି ଅପରେଟର ମାଡାମ ପୁଷ୍ପିତା ଷଡ଼ଙ୍ଗୀଙ୍କ ପୋଲ ଖୋଲି ନଥାନ୍ତା । ଟିକିଏ ଅପେକ୍ଷା କରନ୍ତୁ, ଆମେ ଆପଣଙ୍କୁ କହିବୁ, ଲାଞ୍ଚୁଆ ମ୍ୟାଡାମ କେମିତି ଧରାପଡ଼ିଲେ ଆଉ ତାଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ? ଏବେ କିନ୍ତୁ ପୂରା ହରଡ଼ଘଣାରେ ପଡିଛନ୍ତି ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀମାନେ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#jagatsinghpur#BribeCase#BJP#OdishaBJP#OdishaReporter

Advertisment
Corruption Exposed India latest Odisha news Vigilance Case Odisha Odisha Government Employee Scam Political Intervention Exposes Corruption District Labour Office News Bribe Audio Viral Odisha Odisha corruption news Labour Department Scam Data Entry Operator Bribe BJP Leader Exposes Scam Odisha Bribery News Pushpita Sadangi Bribe Case Labour Office Bribery Case Odisha National News news in odia odisha reporter youtube Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe