Advertisment

ଋଣ କରି 8 ଲକ୍ଷ ଦେଇଥିଲେ, ମଝି ଆକାଶରେ ସବୁ ସରିଗଲା || Ranchi-Delhi Air Ambulance Crash || Odisha Reporter

Advertisment

#ଋଣ_କରି_8_ଲକ୍ଷ_ଦେଇଥିଲେ_ମଝି_ଆକାଶରେ_ସବୁ_ସରିଗଲା
ଜୀବନ ବଞ୍ଚାଇବା ପାଇଁ ଶେଷ ସମ୍ବଳତକ ଲଗାଇ ଦେଇଥିଲେ ପରିବାର ଲୋକେ। ଧାର କରଜ କରି ୮ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ। ଯେମିତି ହେଲେ ବି ସ୍ବାମୀଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିବେ। କିନ୍ତୁ ବିଧିର ବିଧାନ ଥିଲା ଅଲଗା। ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ଝାଡ଼ଖଣ୍ଡର ଘଞ୍ଚ ଜଙ୍ଗଲରେ ଚୂରମାର ହୋଇଗଲା ଏୟାର ଆମ୍ବୁଲାନ୍ସ। ଆଉ ସେଇଠି ଅଧାରେ ରହିଗଲା ସବୁ ସଂଘର୍ଷ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#airambulance#aircrash#Odisha#OdishaReporter

Advertisment
heartbreaking story India air crash investigation India India Viral News family tragedy news medical emergency flight crash aviation accident India Emotional News India Delhi patient transfer tragedy Jharkhand forest crash air ambulance accident India breaking news today medical evacuation crash Jharkhand air crash news air ambulance crash India Odisha National News oriya news today odia news live news in odia Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe