#ସିଏନଜି_ପକେଇବ_କହି_ଓହ୍ଲାଇଦେଲା
#ମୋ_ସୁନା_ଓ_ହୀରା_ଅଳଙ୍କାର_ନେଇ_ଚମ୍ପଟ_ମାରିଲା
କ୍ୟାବ ଡ଼୍ରାଇଭର କଳା କାର୍ଣ୍ଣମା। ବିଦେଶ ଫେରନ୍ତାଙ୍କୁ ରାସ୍ତାରେ ଛାଡି ଡ୍ରାଇଭର ଜିନିଷ ନେଇ ମାରିଲା ଚମ୍ପଟ । ଚନ୍ଦ୍ରଶେଖରପୁର ଥାନା ଅଭିଯୋଗ ପରେ ଅଭିଯୁକ୍ତ କ୍ୟାବ ଡ଼୍ରାଇଭରକୁ ଗିରଫ କଲା ପୋଲିସ । ଅଭିଯୁକ୍ତ କ୍ୟାବ ଡ୍ରାଇଭର କଟକ ମାହାଙ୍ଗା ର ନାଗା ପରମାଣିକ । ନାଗା ଠୁ ଜବତ ହେଲା ୨୦ ଲକ୍ଷ ଟଙ୍କାର ହୀରା ହାର, ସୁନା ଅଳଙ୍କାର ଓ ବିଦେଶୀ ମୁଦ୍ରା। ଅଭିଯୋଗକାରୀ କଣ କହୁଛନ୍ତି ଶୁଣନ୍ତୁ...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#cabdriver#loot#Bhubaneswar#chandrasekharpur
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
