Advertisment

‘ପାଉଡର ଖାଇ ଅଜାଗାକୁ ମାରିଛନ୍ତି’ | Group Clash Over Old Rivalry | Bhubaneswar Crime | Odisha Reporter

Advertisment

#ପାଉଡର_ଖାଇ_ଅଜାଗାକୁ_ମାରିଛନ୍ତି- ଆହତ ଯୁବକ
ବାଇକ ହର୍ଣ୍ଣ ବଜେଇବାକୁ ନେଇ ଆକ୍ରମଣରେ ଶିକାର ହୋଇଥିବା ଦୁଇ ଯୁବକ କହିଛନ୍ତି, ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟଛି । ଆକ୍ରମଣରେ ଗୁରୁତର ଦୁଇ ଯୁବକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ଘଟଣା ସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସର ତଦନ୍ତ ଆରମ୍ଭ ହୋଇଛି। ଚିନ୍ତାମଣିଶ୍ୱରର ଗୋପି ରାଉତ, ଶୀତୁ , ରାଜା ଓ ବୁଲା ଆକ୍ରମଣ କରିଥିବା ଦୁଇ ଆହତ ଯୁବକ ଅଭିଯୋଗ କରିଛନ୍ତି । ଶୁଣନ୍ତୁ କ'ଣ କହୁଛନ୍ତି ଆହତ ଯୁବକ...
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#groupclash#Bhubaneswar#Odisha#OdishaReporter

Advertisment
Odisha public safety Capital hospital Odisha Youth assaulted Odisha Odisha breaking news Bikers dispute Odisha Odisha police investigation Two injured in Odisha Odisha youth violence Group fight Odisha Odisha local news Chintamanishwar clash Laxmisagar police news Youth attacked Odisha Bike horn dispute Odisha Odisha crime news National News oriya news today odia news live national news in odia Odisha Reporter latest odia news
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe