Advertisment

‘ପାଉଡର ଖାଇ ଅଜାଗାକୁ ମାରିଛନ୍ତି’ | Odisha Reporter

author-image
Odisha Reporter

#ପାଉଡର_ଖାଇ_ଅଜାଗାକୁ_ମାରିଛନ୍ତି- ଆହତ ଯୁବକ
ବାଇକ ହର୍ଣ୍ଣ ବଜେଇବାକୁ ନେଇ ଆକ୍ରମଣରେ ଶିକାର ହୋଇଥିବା ଦୁଇ ଯୁବକ କହିଛନ୍ତି, ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟଛି । ଆକ୍ରମଣରେ ଗୁରୁତର ଦୁଇ ଯୁବକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ଘଟଣା ସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସର ତଦନ୍ତ ଆରମ୍ଭ ହୋଇଛି। ଚିନ୍ତାମଣିଶ୍ୱରର ଗୋପି ରାଉତ, ଶୀତୁ , ରାଜା ଓ ବୁଲା ଆକ୍ରମଣ କରିଥିବା ଦୁଇ ଆହତ ଯୁବକ ଅଭିଯୋଗ କରିଛନ୍ତି । ଶୁଣନ୍ତୁ କ'ଣ କହୁଛନ୍ତି ଆହତ ଯୁବକ...
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#groupclash#Bhubaneswar#Odisha#OdishaReporter

Advertisment
Odisha Odisha Reporter Odisha News National News latest odia news odia breaking news national news in odia latest oriya news odisha reporter youtube today news news in odia ajira odia news odia news live oriya news today odia news oriya samachar ajira khabar odia khabar