‘ଗୋଡ଼ ଛନ୍ଦି ବ୍ୟାଗରୁ ସୁନା ଲୁଟିନେଲେ’|| Bhubaneswar Crime Alert || Women Robbed in Broad Daylight || Odisha Reporter
ଏକୁଟିଆ ମହିଳାଙ୍କୁ ଦେଖି ଲୁଟୁଛନ୍ତି ମହାରାଷ୍ଟ୍ର ଲେଡି ଲୁଟେରା। ଭୁବନେଶ୍ବରରେ ମାତିଛନ୍ତି ମହାରାଷ୍ଟ୍ରର ଲେଡି ଲୁଟେରା ସହଯାତ୍ରୀ ଭଳି ସୁଖ ଦୁଃଖ ହେବେ ଆଉ ପରେ ଦାମୀ ଗହଣା ଲୁଟ୍ କରିବେ। ଏମାନେ ଏକୁଟିଆ ଯାତ୍ରା କରୁଥିବା ମହିଳାଙ୍କୁ ଟାର୍ଗେଟ କରି ଲୁଟ କରନ୍ତି । ଆସିବେ କଥା ବାର୍ତ୍ତା ହେବେ ପାଖରେ ବସି, ସେମାନଙ୍କୁ ରାସ୍ତା ଘାଟ ପଚାରିବା ଆଳରେ ପାଖରେ ଥିବା ବ୍ୟାଗରୁ ଲୁଟ କରନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Bhubaneswar#ladylootera#womenlootera#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us