#ଯିଏ_ଏମିତି_କରିଛି_ତାକୁ_ଛଡ଼ାଯିବନି
"ଆମେ ନ୍ୟାୟପାଳିକାକୁ ସମ୍ମାନ କରୁଛୁ, ଯାହା ଘଟିଛି ତାହା ଦୁର୍ଭାଗ୍ୟଜନକ। ମୁଁ ସରକାରଙ୍କ ପକ୍ଷରୁ ଏବଂ ବ୍ୟକ୍ତିଗତ ସ୍ତରରେ ଦୁଃଖ ପ୍ରକାଶ କରୁଛି। 2 ଦିନ ତଳେ ମୁଁ ଜାଣିବା ମାତ୍ରେ, ମୁଁ NCERT କୁ ସମସ୍ତ ପୁସ୍ତକ ପ୍ରତ୍ୟାହାର ଏବଂ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲି। ଆମର ନ୍ୟାୟିକ ବ୍ୟବସ୍ଥାର ଅବମାନନା କରିବାର ଆମର କୌଣସି ଉଦ୍ଦେଶ୍ୟ ନାହିଁ। ସୁପ୍ରିମକୋର୍ଟ ଯାହା ନିର୍ଦ୍ଦେଶ ଦେଇଛନ୍ତି ତାହା ପାଳନ କରାଯିବ। #Odisha#OdishaReporter#DharmendraPradhan#NCERT
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
