ଶେଷ ସୋମବାରରେ ପୁରୀରେ ପ୍ରବଳ ଭିଡ଼ || New Year Rush at Puri Jagannath Temple || Odisha Reporter
ଦୁଇ ଦିନ ପରେ ନୂଆବର୍ଷ, ଶ୍ରୀକ୍ଷେତ୍ରରେ ବଢ଼ୁଛି ଭିଡ଼। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍। ଦିନ ଯେତେ ଗଡ଼ୁଛି ଭିଡ଼ ସେତେ ବଢ଼ି ବଢ଼ି ଚାଲିଛି। ସେଥିପାଇଁ ଶ୍ରୀନଅରଠାରୁ ବଗଲା ଧର୍ମଶାଳା ପର୍ଯ୍ୟନ୍ତ ହୋଇଛି ବ୍ୟାରିକେଡ୍। ବିଶେଷ ଭାବେ ୩୧ ଓ ୧ ତାରିଖ ଅଧିକ ଭିଡ଼ ହେବା ସମ୍ଭାବନା ଥିବାରୁ ବିଶେଷ ଧ୍ୟାନ ରଖାଯାଇଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#Odisha#Shreekhetra#NewYearRush#JagannathDarshan#PuriCrowd#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us