Advertisment

ଘାଟି ରାସ୍ତାରେ ଧସୁଛି ପାହାଡ଼ | Cyclone Montha Effect | Hills Collapse on Ghati Road in Gajapati |OR

Advertisment

ଘାଟି ରାସ୍ତାରେ ଧସୁଛି ପାହାଡ଼ | Terrifying Visuals! Hills Collapse on Ghati Road in Gajapati |Odisha Reporter
ଘାଟି ରାସ୍ତାରେ ଧସୁଛି ପାହାଡ଼ । ଖସୁଛି ମାଟି ଅତଡ଼ା । ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ। ପାହାଡ଼ ଧସିବା ବେଳର ଭିଜୁଆଲ କ୍ୟାମେରାରେ କଏଦ ହୋଇଛି । ପାହାଡ଼ ଧସୁଥିବାରୁ ୪ ଖଣ୍ଡ ଗାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି l ଗଜପତି ଜିଲ୍ଲା ମୋହନା ବ୍ଲକ୍ ବାଲିବାଡ ଗାଁ ଘାଟି ରାସ୍ତାରେ ପାହାଡ଼ ଧସୁଥିବା ଦେଖିବାକୁ ମିଳିଛି । ମାଟି ଅତଡ଼ା ଖସି ଏବେ ରାସ୍ତା ଅବରୋଧ ହେଉଛି । ବାତ୍ୟା ମୋନ୍ଥା ଯୋଗୁ ପ୍ରବଳ ବର୍ଷା ପରେ ପାହାଡ ଦୁର୍ବଳ ହୋଇ ଧସୁଥିବା କୁହାଯାଉଛି ।
#OdishaWeather_Gajapati#CycloneMonthaImpact#LandslideAlert#DisasterUpdate#HeavyRainfallOdisha#MudslideRisk#NaturalDisasterNews#OdishaRainImpact#Landslide_Gajapati#CycloneMontha_Mohana#BalibadaRoad_Blockage#odishareporter
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha Odisha Reporter National News Odisha Rain odia breaking news odisha reporter youtube Odisha breaking news Odisha Viral News odisha weather villagers panic Odisha cyclone montha cyclone montha impact Montha Cyclone Odisha Gajapati news Gajapati landslide Gajapati latest Odisha landslide Mohana block news Balibada Ghat road landslide in Odisha road blocked Gajapati pahada dhasila odisha Odisha disaster news hill collapse Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe