ଯୁବକଙ୍କୁ ପିଟି ପିଟି ମାରିଦେଲେ ! | Shocking Murder in Bargarh | Body Found Under Jamurda Overbridge | Odisha Crime | Odisha Reporter
ବରଗଡ଼ ଟାଉନଥାନା ଅଞ୍ଚଳର ଜମୁର୍ଡା ଓଭର ବ୍ରୀଜ୍ ତଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର । ହତ୍ୟା ସନ୍ଦେହ କରିଛନ୍ତି ଗାଁ ଲୋକେ। ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହି ରକ୍ତ ଶ୍ରାବ ହେଉଥିବାରୁ ତାଙ୍କୁ ପିଟି ପିଟି ହତ୍ୟା କରିଥିବା ସନ୍ଦେହ କରିଛନ୍ତି ଗାଁ ବାସିନ୍ଦା।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Odisha#murdernews#Bargarh
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us