Advertisment

ପିଟିଦେଲା ଟ୍ରକ, ଖସିପଡିଲା ରେଲଓ୍ବେ ଲୁହା ଓ୍ବାଲ | Railway Overbridge Accident in Koraput | OR

Advertisment

ପିଟିଦେଲା ଟ୍ରକ, ଖସିପଡିଲା ରେଲଓ୍ବେ ଲୁହା ଓ୍ବାଲ | Railway Overbridge Accident in Koraput | Odisha Reporter
ରେଲୱେ ଓଭରବ୍ରିଜ୍ ବ୍ୟାରିକେଡକୁ ଧକ୍କା ଦେଲା ଟ୍ରକ୍ । କୋରାପୁଟ ମାଇନିଂ ଅଫିସ୍ ନିକଟରେ ଦୁର୍ଘଟଣା ଘଟି ଯାତାୟାତ ପ୍ରଭାବିତ ହୋଇଛି । ଭୋର ସମୟରେ ଏକ ଟ୍ରକ୍ ଓଭରବ୍ରିଜ ବ୍ୟାରିକେଡକୁ ଧକ୍କା ଦେବା ଫଳରେ ଲୁହା ୱାଲ୍ ଭୁଶୁଡ଼ିପଡ଼ି ତଳେ ପଡ଼ିଛି। ଏଣୁ ସେହି ରାସ୍ତା ଦେଇ ଯାତାୟାତ ବନ୍ଦ ରହିଛି । ଫଳରେ ରାସ୍ତାର ଉଭୟ ପାଖରେ ଶହଶହ ଗାଡ଼ି ଅଠକି ରହିଛି । ବିଶାଖାପାଟଣା, ଭୁବନେଶ୍ୱର, ବ୍ରହ୍ମପୁରରୁ ଫେରୁଥିବା ବସ୍ ଗୁଡ଼ିକ ଅଟକି ରହିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛି।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#koraput#accident#railwayflyover#Odisha#OdishaReporter

Advertisment
Odisha Reporter national news in odia odisha reporter youtube odia news live Odisha breaking news Odisha Emergency News Odisha Traffic Update odia khabar Koraput Accident Truck Hits Overbridge Overbridge Collapse Odisha Road Accident Koraput Koraput Traffic Jam Odisha Bus Delay Railway Overbridge Crash Bhubaneswar Traffic News Brahmapur Road Block Visakhapatnam Odisha Traffic Odisha Accident Report Rescue Operation Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe