#ପଞ୍ଚାୟତ_ସମିତି_ବୈଠକରେ_ହାଇଡ୍ରାମା
ଦଶପଲ୍ଲା ପଞ୍ଚାୟତ ସମିତିର ବୈଠକ ଚାଲିଥିବା ବେଳେ ଉକ୍ଷିପ୍ତ ହୋଇ ଦଶପଲ୍ଲା ବିଡ଼ିଓ ଶରତ କୁମାର ମଲ୍ଲିକ ସରପଞ୍ଚ ଏବଂ ସମିତି ସଭ୍ୟମାନଙ୍କୁ ଅସଭ୍ୟ ବ୍ୟବହାର କରିଥିଲେ । ବ୍ଲକର କୌଣସି ଉନ୍ନତିମୂଳକ କାର୍ଯ୍ୟରେ କୌଣସି ସରପଞ୍ଚ ଏବଂ ସମିତି ସଭ୍ୟମାନେ ମୁଣ୍ଡ ନପୁରେଇବା ପାଇଁ ତାଗିଦ୍ କରିଥିଲେ । ଯାହାକୁ ନେଇ ଜନପ୍ରତିନିଧିମାନେ ବୈଠକକୁ ଅଧାରୁ ବର୍ଜନ କରିବା ସହ ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ । ଶେଷରେ ବିଡିଓ ଶରତ କୁମାର ମଲ୍ଲିକ ସର୍ବସମ୍ମୁଖରେ ଭୁଲ ମାଗିଥିଲେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#BDO#Daspalla#blockmeeting#bdo#tension
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
