Advertisment

ଶିଶୁପୁତ୍ରର ମୃତ୍ୟୁ ନେଇ ହୋହଲ୍ଲା, ପାଟିତୁଣ୍ଡ || Child Dies After Polio Vaccine || Nayagarh Hospital | OR

Advertisment

ଶିଶୁପୁତ୍ରର ମୃତ୍ୟୁ ନେଇ ହୋହଲ୍ଲା, ପାଟିତୁଣ୍ଡ | Child Dies After Polio Vaccine | Family’s Serious Allegation | Nayagarh | Odisha Reporter

Advertisment

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ପୋଲିଓ ଟିକା ନେବା ପରେ ଅସୁସ୍ଥ ହୋଇଥିଲା ଅଢ଼େଇ ମାସର ଶିଶୁପୁତ୍ର । ଅସୁସ୍ଥ ପରେ ଶିଶୁପୁତ୍ରକୁ କାଲି ଜିଲ୍ଲା ମୁଖ୍ୟ ହସ୍ପିଟାଲ ଅଣାଯାଇଥିଲା । ଠିକ୍ ଅଛି କହି ଡାକ୍ତର ଶିଶୁକୁ ଫେରାଇ ଦେଇଥିବା ପରିବାରର ଅଭିଯୋଗ । ରାତିରେ ଅଧିକ ଅସୁସ୍ଥ ହେବାରୁ ଆଜି ସକାଳେ ହସ୍ପିଟାଲ ଅଣାଯାଇଥିଲା । କିଛି ସମୟ ଚିକିତ୍ସା ପରେ ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ ଡାକ୍ତର ।
#nayagarh#OdishaReporter#ChildDeath
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

Advertisment

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Odisha local news child death news Odisha Odisha breaking news Nayagarh updates Odisha trending news hospital negligence Odisha Odisha Viral News polio vaccine Odisha Odisha health news Nayagarh district hospital Odisha shocking news Nayagarh latest news child death after polio vaccine Odisha hospital controversy Nayagarh hospital news Odisha National News oriya news today odia news live national news in odia Odisha Reporter Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe