Advertisment

‘ଅର୍ପିତା ପାଇଁ ହ୍ୟୁମାନଙ୍କ ଘର ଭାଙ୍ଗିଛି’ | Jitu Rout Demands High-Level Investigation | Humane Sagar

Advertisment

ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ତାଙ୍କର ତିନି ସହଯୋଗୀଙ୍କ ଭୂମିକାକୁ ତଦନ୍ତ କରିବାକୁ ଅନୁରୋଧ କରି ଆଜି ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜିତୁ ରାଉତ ମଧୂପାଟଣା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏଥିରେ ହ୍ୟୁମାନଙ୍କ ଆର୍ଥିକ କାରବାର, ଚିକିତ୍ସା ଓ ଘରେ ସେବାର ଅବହେଳା ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ହ୍ୟୁମାନ ରୋଜଗାର କରିଥିବା ବିପୁଳ ଟଙ୍କା ହେରଫେର ହେଇଛି। ମ୍ୟାନେଜର ଓ ପୁରା ଟିମ ବ୍ୟକ୍ତିଗତ ସ୍ବାର୍ଥ ହାସଲ କରିଛନ୍ତି।
‘ଅର୍ପିତା ପାଇଁ ହ୍ୟୁମାନଙ୍କ ଘର ଭାଙ୍ଗିଛି’ | Jitu Rout Demands High-Level Investigation Into Humane Sagar’s Death! | Odisha Reporter
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#humansagar#controversynews#cuttack

Advertisment
Humane Sagar Team Allegations Odisha legal news Odia Viral Video Odia Celebrities News Odisha News Today Humane Sagar Money Mismanagement Odia film industry Humane Sagar case Humane Sagar controversy Odisha breaking news Odisha Viral News Humane Sagar Investigation Odisha Filmmaker Jitu Rout Humane Sagar death Odisha National News oriya news today oriya samachar odia news live news in odia odisha reporter youtube latest oriya news Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe