#ହାଇଓ୍ବା_ନେଇଗଲା_ଜୀବନ
ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳରେ ପୁଣି ଚୋରା ପଥର ବୋଝେଇ ହାଇୱା ଆତଙ୍କ। ରଣପୁର ଥାନା ତାରିଆ ଛକ ନିକଟରେ କଳାମୁଗୁନି ପଥର ବୋଝେଇ ହାଇୱା ଧକ୍କାରେ ଜଣେ ମୃତ, ଜଣେ ଗୁରୁତର ଆହତ l ମୃତକ ଜଣକ ହେଲେ ସ୍ଥାନୀୟ ଗୋଡ଼ିକିଲ ଗାଁର ଶ୍ରୀନିବାସ ପରିଡା l ସେ ବୁଲେଟ ଯୋଗେ ଯାଉଥିବା ବେଳେ ହାଇୱା ସହିତ ଧକ୍କା ହୋଇଥିଲା l
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#haiwa#accident#Natagarh#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us